ରିସୋର୍ଟ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ…
ହରିଦ୍ବାର: ଯୁବତୀଙ୍କ ହତ୍ୟା ମାମଲାରେ ଉତ୍ତରାଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ (୩୫)ଙ୍କୁ ଗିରଫ କରାଯାଇଛି। ପାଉରି ଜିଲ୍ଲା ରିଷିକେଶ ସ୍ଥିତ ପୁଲକିତଙ୍କ ବନନ୍ତରା ରିସୋର୍ଟରେ ଏହି ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ଅଭ୍ୟର୍ଥନାକାରୀ ଭାବେ…