ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Angul

ଅନୁଗୁଳ ଗସ୍ତରେ 5T ସଚିବ, ତାଳଚେରରେ…

ଅନୁଗୁଳ : ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣାଧୀନ ମନ୍ଦିରର ନସ୍କା ଦେଖିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହିଙ୍ଗୁଳା…

ଛେଳି ଚରାଉ ଥିବାବେଳେ ଆକ୍ରମଣ କଲା…

ଅନୁଗୁଳ: ଅନୁଗୁଳ ବନ ଖଣ୍ଡ କୃଷ୍ଣଚକ୍ରଗଡ଼ ଗାଁରେ କଲରାପତରିଆ ବାଘ ଆକ୍ରମଣରେ ଦୁଇ ଗୁରୁତର। ଦୁଇ ଗୁରୁତର ହେଲେ ଜନକ ବେହେରା ଓ ନେଙ୍କୁରି ବେହେରା। ସେମାନେ ଅପରାହ୍ନରେ ଛେଳି ଚରାଉ ଥିବା ବେଳେ ହଠାତ ବାଘ ଆକ୍ରମଣ କରିଥିଲା। ସେମାନେ ଚିତ୍କାର କରିବାରୁ ଗାଁର ଅନ୍ୟ ଲୋକମାନେ ଦୌଡ଼ି ଆସି ଯାଇଥିଲେ। ଫଳରେ…

ଅନୁଗୁଳ ଜିଲ୍ଲାର ଏମିତି ଏକ ଗାଁ, ଯେଉଁଠି…

ଅନୁଗୋଳ (ସଂଗ୍ରାମ ଦାସ): ଆମ୍ୱସଢ଼ା ଖାଇବାକୁ କିଏ ଭଲ ନ ପାଏ। ଆମ୍ୱ ଋତୁ ସରିବା ପରେ ମଧ୍ୟ ଆମ୍ୱର ସ୍ୱାଦ ଦେଇଥାଏ ଆମ୍ୱ ସଢା। ହେଲେ ଆମ୍ୱରୁ କେମିତି ପ୍ରସ୍ତୁତ ହୁଏ ଆମ୍ୱ ସଢା ତାହା ଅନେକ ଲୋକ ଜାଣି ନଥାନ୍ତି। ଅନୁଗୁଳ ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁଠି ଗାଁ ସାରା ଲୋକ ଆମ୍ୱ ସଢା ପ୍ରସ୍ତୁତ…

ଘରେ ଶୋଇଥିବା ଅବସ୍ଥାରେ ଯୁବକକୁ କଚାଡି…

ପାଳଲହଡା: ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅଧୀନ ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ ଯୁବକକୁ ଟେକିନେଇ କଚାଡି ମାରିଲା ଦନ୍ତା ହାତୀ । ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ସୋଇଥିଲେ । ପରେ ଅତ୍ୟଧିକ…

ବିଧବା ମହିଳାଙ୍କୁ ପ୍ରେମ କରି ହଟହଟା…

ଅନୁଗୋଳ: ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା ଓ ପ୍ରେମିକ । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଉଭୟ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ମୋବାଇଲରୁ…

ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା…

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅନୁଗୋଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ…

କେନାଲରେ ବୁଡି ଦୁଇ ଜଣ ନାବାଳକଙ୍କ…

ତାଳଚେର: ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପାଣି ଏବଂ ସାନୁ ପାଣି ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା ବେଳେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ…

ଆମ୍ବ ତୋଳିବାକୁ ଜଙ୍ଗଲକୁ ଯାଉଥିବାବେଳେ…

ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଜାମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ମୃତ୍ୟୁ ଘଟିଛି।ଜାମୁଣ୍ଡା ଗ୍ରାମର ବୈଦେଇ ପ୍ରଧାନ (୭୦)କୁ ଆଜି ପ୍ରାତଃ ସମୟରେ ହାତୀ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନା ମୁତାବକ ମୃତକ ବୈଦେଇ ପ୍ରଧାନ ଆମ୍ବ…

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା…

ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) । ଆଜି ପ୍ରାତଃ ସମୟରେ ମହିଳା ଜଣକ ଆମ୍ବ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ…