ଆଦିବାସୀ ଲୋକଙ୍କ ପାଖରେ ସରକାରୀ ଯୋଜନା…
ଅନୁଗୋଳ(ଶୁଭ୍ରରଞ୍ଜନ ଦାସ): ନାଁ ତାଙ୍କର ଉର୍ମିଳା। ଘର ଅନୁଗୁଳ ଜିଲ୍ଲା କାଶୀନାଥପୁର ଗାଁରେ। ଆଖପାଖ ପ୍ରାୟ ୩୦ଟି ଗାଁର ଆଦିବାସୀ ଲୋକଙ୍କ ପାଇଁ ସେ ଉର୍ମିଳା ଦିଦି। ଭତ୍ତା ମିଳିନି, କେମିତି ମିଳିବ? ଆବାସ ଯୋଜନାରେ କେମିତି ଘର ମିଳିବ। ଜଙ୍ଗଲ ଜମି ଅଧିକାରରେ କେମିତି ପଟ୍ଟା ମିଳିବ; ଏମିତି ଅନେକ…