ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Andhra Pradesh

ଆନ୍ଧ୍ରପ୍ରଦେଶର ଏକ କେମିକାଲ…

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୁରୁତର ଆହତମାନଙ୍କୁ ବିଜୟଓ୍ଵାଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଆନ୍ଧ୍ରପ୍ରଦେଶର ଆଉ ୧୩ ନୂଆ ଜିଲ୍ଲା ଗଠନ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୧୩ ଟି ନୂତନ ଜିଲ୍ଲାକୁ ଉଦଘାଟନ କରିବେ। ଆନ୍ଧ୍ରପ୍ରଦେଶର ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯିବ।ସୂଚନା ଅନୁଯାୟୀ, ଏପ୍ରିଲ୍‌ ୭ ତାରିଖରେ…

ଚର୍ଚ୍ଚାରେ ଜ୍ବାଇଁ ଭୋଜନ: ଭାବୀ…

ଶଶୁର ଘରେ ଜୋଇଁମାନଙ୍କ ଚର୍ଚ୍ଚାରେ କୌଣସି କ୍ଷୁଣ ନ ରହିଯାଉ, ଏହାକୁ ଧ୍ୟାନରେ ରଖି କନ୍ୟା ପକ୍ଷର ଲୋକେ ତତ୍ପର ଥାଆନ୍ତି। । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ନରସାପୁରମ୍ ଅଞ୍ଚଳର ଏକ ପରିବାର ପୋଙ୍ଗଲ୍ ଅବସରରେ ସେମାନଙ୍କର ଭାବୀ ଜୋଇଁଙ୍କ ଚର୍ଚ୍ଚାରେ ଉଦାହରଣ ସୃଷ୍ଟି…

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ…

ହାଇଦ୍ରାବାଦ: ସହି ପାରିଲେନି ବିରୋଧୀ ସଦସ୍ୟଙ୍କ କଟାକ୍ଷ । ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ଆଉ କହିଲେ, “ମୁଁ ମୁଖ୍ୟମନ୍ତ୍ରୀ ନହେବା ଯାଏ ବିଧାନସଭା ଆଉ ଯିବିନି।” ସେ ଅଭିଯୋଗ କରିଛନ୍ତି ଯେ ଶାସକ ୱାଇଏସ୍‌ଆର କଂଗ୍ରେସର ସଦସ୍ୟମାନେ ତାଙ୍କୁ…

ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ…

ଭୁବନେଶ୍ୱର: ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଗତକାଲି ରାତିରେ…

ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ :…

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି ।ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି…

ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ…

ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ…