Browsing Tag

Andhra Pradesh

ଫାର୍ମା କମ୍ପାନୀ ଲ୍ୟାବରେ ଭୟାବହ…

ବିଶାଖାପାଟନମ୍:  ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀସ୍ଥିତ ସୋମବାର ବିଳମ୍ବିତ ରାତିରେ ଏକ ଫାର୍ମା କମ୍ପାନୀ ଲ୍ୟାବରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ…

କାରରେ ବସିଥିବାବେଳେ କାର୍‌ ସହ ଆନ୍ଧ୍ର…

ହାଇଦ୍ରାବାଦ: କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ…

ଦୀପାବଳି ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ…

ଆନ୍ଧ୍ରପ୍ରଦେଶ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଲାଗିଲା ନିଆଁ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିବା…

ଆନ୍ଧ୍ରର ପୁଣି କୋଟିଆ କୂଟ, ଓଡ଼ିଶା ନଦୀରେ…

ଭୁବନେଶ୍ୱର: ପୋଲାଭରମ ବିବାଦ ତୁଟିନାହିଁ; ଅଦାଲତରେ ଗଡ଼ୁଛି କୋଟିଆ ସୀମା ବିବାଦ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା, ତାହା କରାଯାଉ ନାହିଁ। ଏପରି ସ୍ଥିତିରେ ଓଡ଼ିଶାର ଯେଉଁ କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଓ ପ୍ରଶାସନ ଯୋଜନା କରିଛନ୍ତି;…

ଚର୍ଚ୍ଚାରେ ବୁଣାକାର: ୬୦ ମିଟର ଶାଢ଼ୀରେ…

ଆନ୍ଧ୍ରପ୍ରଦେଶ ଧର୍ମାଭରମ୍‌ର ଜଣେ ବୁଣାକାର ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଭାବକୁ ନିଆରା ଢଙ୍ଗରେ ବ୍ୟକ୍ତ କରିଛନ୍ତି। ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ୬୦ ମିଟର ଲମ୍ବା ଏକ ଶାଢ଼ୀରେ ୧୩ଟି ଭାରତୀୟ…

ଆନ୍ଧ୍ରପ୍ରଦେଶର ଏକ କେମିକାଲ…

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୁରୁତର ଆହତମାନଙ୍କୁ ବିଜୟଓ୍ଵାଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଆନ୍ଧ୍ରପ୍ରଦେଶର ଆଉ ୧୩ ନୂଆ ଜିଲ୍ଲା ଗଠନ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୧୩ ଟି ନୂତନ ଜିଲ୍ଲାକୁ ଉଦଘାଟନ କରିବେ। ଆନ୍ଧ୍ରପ୍ରଦେଶର ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯିବ। ସୂଚନା ଅନୁଯାୟୀ, ଏପ୍ରିଲ୍‌ ୭ ତାରିଖରେ…

ଚର୍ଚ୍ଚାରେ ଜ୍ବାଇଁ ଭୋଜନ: ଭାବୀ…

ଶଶୁର ଘରେ ଜୋଇଁମାନଙ୍କ ଚର୍ଚ୍ଚାରେ କୌଣସି କ୍ଷୁଣ ନ ରହିଯାଉ, ଏହାକୁ ଧ୍ୟାନରେ ରଖି କନ୍ୟା ପକ୍ଷର ଲୋକେ ତତ୍ପର ଥାଆନ୍ତି। । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ନରସାପୁରମ୍ ଅଞ୍ଚଳର ଏକ ପରିବାର ପୋଙ୍ଗଲ୍ ଅବସରରେ ସେମାନଙ୍କର ଭାବୀ ଜୋଇଁଙ୍କ ଚର୍ଚ୍ଚାରେ ଉଦାହରଣ ସୃଷ୍ଟି…

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ…

ହାଇଦ୍ରାବାଦ: ସହି ପାରିଲେନି ବିରୋଧୀ ସଦସ୍ୟଙ୍କ କଟାକ୍ଷ । ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ଆଉ କହିଲେ, “ମୁଁ ମୁଖ୍ୟମନ୍ତ୍ରୀ ନହେବା ଯାଏ ବିଧାନସଭା ଆଉ ଯିବିନି।” ସେ ଅଭିଯୋଗ କରିଛନ୍ତି ଯେ ଶାସକ ୱାଇଏସ୍‌ଆର କଂଗ୍ରେସର ସଦସ୍ୟମାନେ ତାଙ୍କୁ…

ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ…

ଭୁବନେଶ୍ୱର: ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଗତକାଲି ରାତିରେ…