ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

America

ଆମେରିକାର ଏକ ଡାଏରୀ ଫାର୍ମରେ…

ୱାଶିଂଟନ: ଆମେରିକାର ଟେକ୍ସାସରେ ଥିବା ଏକ ଡାଏରୀ ଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁରେ ପୋଡି ହୋଇ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ…

ଆମେରିକାର ଏକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ…

ଏନାପୋଲିସ(ଏଜେନ୍ସି): ଆମେରିକା ମେରିଲ୍ୟାଣ୍ଡ ରାଜ୍ୟରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ୮୦ ବର୍ଷ ମଧ୍ୟରେ ତଥା ୧୯୪୦ରୁ ଏ ପର୍ଯ୍ୟନ୍ତ ଅନ୍ୟଲୋକମାନଙ୍କ ସହ ମିଶି ୧୫୬ ପାଦ୍ରୀ ଏହି ଶିଶୁମାନଙ୍କୁ…

ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼, ୩…

ୱାସିଂଟନ ଡିସି: ଆମେରିକାର ଏକ ସ୍କୁଲ ଭିତରେ ପ୍ରବଳ ଗୁଳିମାଡ଼ ହୋଇଛି । ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି…

ବିପଦରେ ଆମେରିକା ଅର୍ଥନୀତି, ସୁଧହାର…

ୱାଶିଂଟନ୍‌: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହଁ ହେଲା। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବୁଧବାର ବିଳମ୍ବିତ ରାତିରେ ପୁଣିଥରେ ଏହାର ସୁଧ ହାରରେ ବୃଦ୍ଧି ଘଟାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଘୋର ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକୀୟ ବ୍ୟାଙ୍କଗୁଡ଼ିକୁ…

ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ…

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ…

ଆମେରିକା ଆକାଶରେ ଦେଖାଯାଉଥିବା ଅଜ୍ଞାତ…

ୱାସିଂଟନ୍‌: ଆମେରିକା ଆକାଶରେ ଚିହ୍ନଟ କରାଯାଇ ଖସା ଯାଉଛି ଅଜ୍ଞାତ ବସ୍ତୁ । ଏପରି ବାରମ୍ଭର କ୍ରମାଗତ ଭାବେରେ କିଛିଦିନ ହେବ ଦେଖିବାକୁ ମିଳୁଛି । ତେବେ ଆକାଶରେ ଦେଖାଯାଉଥିବା ଏହେ ବସ୍ତୁଗୁଡ଼ିକ ‘ଏଲିଏନ୍‌’ ହୋଇ ନ ଥିବ ବୋଲି କୁହାଯାଇ ପାରିବ ନାହିଁ ବୋଲି ‘ଏୟାର୍‌‌ ଫୋର୍ସ ଜେନେରାଲ୍‌’ ଗ୍ଲେନ୍‌…

ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର…

ଓ୍ବାସିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ…

ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ;…

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ…

ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ସ୍କୁଲରେ…

ଆମେରିକା: ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ…

ଆମେରିକାରେ ୨୦ ହଜାର ଭାରତୀୟଙ୍କୁ ବେଆଇନ…

ୱାଶିଂଟନ: ବିଶ୍ବର ଅନ୍ୟ ଦେଶକୁ ମାନବାଧିକାର ପାଠ ପଢ଼ାଉଥିବା ଆମେରିକା ନିଜେ ଏହାକୁ ଭୁଲିଯାଇଛି। ମାନବାଧିକାର ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏହି ଦେଶ ‘ଦୀପ ତଳ ଅନ୍ଧାର’ ପରି ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରିଚାଲିଛି। ଆମେରିକା ଜେଲ୍‌ରେ ୨୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ବେଆଇନ ଭାବେ ବନ୍ଦୀ…