ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼, ୩…
ୱାସିଂଟନ ଡିସି: ଆମେରିକାର ଏକ ସ୍କୁଲ ଭିତରେ ପ୍ରବଳ ଗୁଳିମାଡ଼ ହୋଇଛି । ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି…