ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

akshaya tritiya

ଅକ୍ଷିମୁଠି ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି…

ଅକ୍ଷୟ ତୃତୀୟା: ଜାଣି ରଖନ୍ତୁ ବାସ୍ତୁ…

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା। ବାସ୍ତୁଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ବ ରହିଛି। ତେଣୁ ଏହିଦିନ କିଛି ବାସ୍ତୁ ନିୟମ ଆପଣାଇବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ପରିବାରରେ ସୁଖସମୃଦ୍ଧି ଆସିଥାଏ। ତେବେ, ଆସନ୍ତୁ…

ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା…

ପୁରୀ: ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍‌ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ । ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର…

ବାଧିଲାନି ସୁନାର ଚଢ଼ାଦର : ଅକ୍ଷୟ…

ଭୁବନେଶ୍ୱର : ଗତକାଲି ଥିଲା ସୁଖ ଆଉ ସମୃଦ୍ଧିର ଦିନ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ଏଥିପାଇଁ…

ଅକ୍ଷୟ ତୃତୀୟାରେ ବ୍ରହ୍ମପୁର ସହରରେ ୧୫…

ବ୍ରହ୍ମପୁର: ଅକ୍ଷୟ ତୃତୀୟା ଆସିଲେ କୌଣସି ନୂଆ ଧାତୁ ଘରକୁ ଆଣିଲେ ଶୁଭ ବୋଲି ବିଶ୍ୱାସ ରହି ଆସିଛି। ଏହାକୁ ଆଧାର କରି ଲୋକ ଏହି ଦିବସରେ ଘରକୁ କିଛି ନା କିଛି ନୂଆ ସାମଗ୍ରୀ ନେବା ବେଳେ ମୁଖ୍ୟତଃ ମହିଳାମାନେ କିଛି ନା କିଛି ସୁନା ଗହଣା କିଣିବା ପାଇଁ ପସନ୍ଦ କରିଥାନ୍ତି। ଏ ଦିନରେ ସୁନା ବ୍ୟବସାୟୀମାନେ…