ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ajit Doval

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ…

ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି…

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ…

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ…

ଅଜିତ ଡୋଭାଲଙ୍କ ଚେତାବନୀ : ବଦଳିଯାଇଛି…

ହାଇଦରାବାଦ : ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବଡ଼ ଚେତାବନୀ ଦେଇଛନ୍ତି। ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ବୋଲି ସେ କହିଛନ୍ତି। ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍‌ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ପ୍ରଶିକ୍ଷାର୍ଥୀ ଆଇପିଏସ୍‌ ଅଫିସରଙ୍କ…

ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା…

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି।…

ଆତଙ୍କବାଦ ବିରୋଧରେ ଏକାଠି ମିଶି ସଂଗ୍ରାମ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ…