ମୋଦୀଙ୍କ ବିମାନକୁ ନିଜ ବାୟୁସୀମାରେ ଉଡାଣ…
ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁସୀମା ବ୍ୟବହାର କରିବାର ଅନୁମତି ଦେଇଛି ଭାରତ। ଦିନେ ଯେଉଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ନିଜ ବାୟୁସୀମା ମଧ୍ୟରେ ଉଡାଣର ଅନୁମତି ଦେଇନଥିଲା, ଆଜି ସେହି ପାକିସ୍ତାନର ପ୍ରଧାନମନ୍ତ୍ରୀ…