ସାର୍ଟ ଭିତରେ ସୁନା ଲୁଚାଇ ଏୟାର ଇଣ୍ଡିଆର…
କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ କ୍ରିଉ ମେମ୍ବରଙ୍କୁ ଗିରଫ କଲା କଷ୍ଟମ୍ସ ବିଭାଗ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି…