ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Afghanistan

ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ…

କାବୁଲ: ଶନିବାର ଆସିଥିବା ୬.୩ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ ଦେଖିବାକୁ ମିଳୁଛି। ଅନେକ ଗାଁ ମାଟିରେ ମିଶି ଯାଇଛି। ଦିନେ ଯେଉଁଠି ସୁଉଚ୍ଚ କୋଠା ଥିଲା ଆଜି ସେଠି ଅବଶେଷ ଦେଖିବାକୁ ମିଳୁଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨,୦୫୩ରେ…

ଆଫଗାନିସ୍ତାନ ଭୂମିକମ୍ପରେ ମୃତ୍ୟୁ…

କାବୁଲ: ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି ବୋଲି ତାଲିବାନର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି । ଗତକାଲି ତିନୋଟି ଭୂକମ୍ପରେ ଥରି ଉଠିଥିଲା ଆଫଗାନିସ୍ତାନ, ଯାହାର ତୀବ୍ରତା ଯଥାକ୍ରମେ…

କାବୁଲର ‘ଚାଇନିଜ୍…

କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର…

ଆଫଗାନିସ୍ତାନର ଏକ ଧାର୍ମିକ ସ୍କୁଲରେ…

କାବୁଲ: ଆଫଗାନିସ୍ତାନର ଏକ ମଦରାସା ବା ଧାର୍ମିକ ସ୍କୁଲ ଭିତରେ ଭୟଙ୍କର ବୋମା ବିସ୍ଫୋରଣ ଘଟି ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ତୁରନ୍ତ ମେଡିକାଲକୁ…

ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ;…

କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ…

କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ…

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି…

ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ: କୁହାଯାଏ କି ସମସ୍ତେ ପିରସ୍ଥିତିର ଦାସ । ସମୟ ବଡ଼ ବଳବାନ । ଆଉ ଏହା ଏବେ ପ୍ରମାଣିତ ମଧ୍ୟ ହୋଇଛି । ଗୋଟିଏ ଦେଶର ଅର୍ଥମନ୍ତ୍ରୀ କିଭଳି ଜଣେ ଡ୍ରାଇଭରରେ ପରିଣତ ହୋଇଛନ୍ତି । ସମୟ ମଣିଷକୁ କେଉଁଠାରୁ ନେଇ କେଉଁଠିକି ପଠେଇ ଦିଏ ସେ କଥା କହିବା ମୁସ୍କିଲ । ଆମେ ଏଠି କହୁଛୁ ଆଫଗାନିସ୍ତାନର…

ଭାରତ ଆଡକୁ ଢଳୁଛି ତାଲିବାନ !…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସରଫ ଘନି ସରକାରର ପତନ ପରେ ସେଠାରେ ତାଲିବାନ ନେତୃତ୍ବରେ ଏକ ସମାବେଶୀ ସରକାର ପ୍ରତିଷ୍ଠା ହେବା ସହିତ ସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଇଥିଲା। ଏ ସମ୍ପର୍କରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ଆଲୋଚନା ବେଳେ ତାଲିବାନ ନେତାମାନେ ମଧ୍ଯ…

ଆଫଗାନିସ୍ତାନରେ ଦାରିଦ୍ର୍ୟର କରୁଣ…

କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଲୋକେ ସେଠାରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏକ ମାସ ଭିତରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କେବଳ ସାମାଜିକ ନୁହେଁ ଲୋକେ ଆର୍ଥିକ ଦୃଷ୍ଟିରୁ ବେଶ ଦୁର୍ଦ୍ଦିନରେ…

କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ…

କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ…