ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

afganistan

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା…

କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ…

ଆଫଗାନିସ୍ତାନରେ ନୂଆ ସରକାର ଗଠନ କଲା…

କାବୁଲ: ପରିଶେଷରେ ତାଲିବାନ ଘୋଷଣା କଲା ନିଜର ନୂଆ ସରକାର । କାବୁଲ ଦଖଲର ତିନି ସପ୍ତାହ ପରେ ଆଫଗାନିସ୍ତାନରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ଏକ ନୂତନ ସରକାର ଘୋଷଣା କରିଛି। ଆଫଗାନିସ୍ତାନରେ ତାଲିବାନ…

କାବୁଲ ସହରର ଖୋଲା ଆକାଶରେ ଫୁଟିଲା ଗୁଳି;…

କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ…

ତାଲିବାନ ପଞ୍ଝାରେ ପଞ୍ଜଶୀର; ଖୁସିରେ…

କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି…

କାବୁଲ ସିରିଜ ବିସ୍ଫୋରଣ : ୧୩ ଆମେରିକୀୟ…

କାବୁଲ : କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ଯବାନଙ୍କ ସମେତ ଶିଶୁ ଓ ଆଫଗାନ ନାଗରିକ ରହିଛନ୍ତି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ…

କାବୁଲ ଏୟାରପୋର୍ଟ ବାହାରେ ସିରିଜ୍‌…

କାବୁଲ : ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାରେ ପରିସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ କାବୁଲର ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ…

ପାକିସ୍ତାନ ଆମର ଦ୍ବିତୀୟ ଘର,…

କାମୁଲ : ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ଶାସନ କରିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନ। ଆଫଗାନରେ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ ସହ ଭାରତର ସମ୍ପର୍କ କିପରି ରହିବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ମନ୍ତବ୍ୟକୁ ନେଇ…

ମହିଳାଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ…

କାବୁଲ : ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ ।ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ୟ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ…

ଆଫଗାନରେ ସରକାର ଗଠନ ପାଇଁ ପ୍ରକ୍ରିୟା…

କାବୁଲ : ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ସେମାନେ ଯୁବତୀ ଏବଂ ବିଧବାଙ୍କୁ ଜୋର ଜବରଦସ୍ତ ବିବାହ କରୁଛନ୍ତି। ଏପରିକି ନିଜ ଲାଳସା ପୂର୍ଣ୍ଣ କରିବା ପାଇଁ ମହିଳାଙ୍କ ଶବକୁ ମଧ୍ୟ ଛାଡୁନାହାନ୍ତି ଆତଙ୍କବାଦୀ। ସେମାନଙ୍କ ଅତ୍ୟାଚାରରେ ଲୋକେ ଅତିଷ୍ଠ ହୋଇ ଘରଦ୍ବାର ଛାଡି ଚାଲିଯାଉଛନ୍ତି। ଏହା…

କାଙ୍ଗାଳ ହେବେ ତାଲିବାନୀ :…

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ…