ଜାତୀୟସ୍ତରରେ ମୁକ୍ତିଲାଭ କଲା ଓଡ଼ିଆ…
ମୁମ୍ବାଇ: ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ ପ୍ରଥମଥର ପାଇଁ ଜାତୀୟସ୍ତରରେ ମୁକ୍ତିଲାଭ କରିଛି। ଚଳିତ ବର୍ଷ ୨୭ତମ କୋଲକାତା ଆନ୍ତର୍ଜାତିକ ଫିଲ୍ମ ଉତ୍ସବରେ ଭାରତୀୟ ଭାଷା ପ୍ରତିଯୋଗିତାରେ ଏହି ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡରେ ସମ୍ମାନିତ ହେବା ସହିତ…