ହାଇକୋର୍ଟରୁ ମିଳିଲା ଜାମିନ୍, ଜେଲରୁ…
ଭୁବନେଶ୍ବର :ପୂର୍ବତନ IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଛି। ମୋଟ ୩ଟି ମାମଲାରୁ ପୂର୍ବରୁ ଅଭୟ…