Browsing Tag

AAP

କେଜରିୱାଲଙ୍କ କ୍ୟାବିନେଟରେ ନୂଆ ମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଆମ୍ ଆଦମୀ ପାର୍ଟି (ଆପ) ନେତା ଆତିଶ ଏବଂ ସୌରଭ ଭରଦ୍ୱାଜ ଶପଥ ଗ୍ରହଣ କରିଛନ୍ତି। ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ମନୀଷ ସିସୋଦିଆଙ୍କୁ ଗିରଫ ଘଟଣା:…

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି । ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ…

‘ଆପ୍‌’କୁ ୧୬୪ କୋଟିର ରିକଭରି ନୋଟିସ, ୧୦…

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି। ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌…

୮ ବର୍ଷରେ ବିରୋଧୀଙ୍କ ଉପରେ ହୋଇଛି…

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ଆଜି ରାଜ୍ୟସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ। ଯାହାକୁ ନେଇ ରାଜ୍ୟସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଞ୍ଜୟ ସିଂହ କହିଛନ୍ତି ଯେ,…

ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪…

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ…

ଏକଜିଟ୍ ପୋଲ: ବିଜେପି ହାତରୁ ଖସିବ…

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା।…

ତିହାର ଜେଲରେ ଆପ ନେତା ସତ୍ୟେନ୍ଦ୍ର…

ନୂଆଦିଲ୍ଲୀ: ତିହାର ଜେଲ୍ ଭିତରେ ନେତାଙ୍କୁ ଫାଇଭଷ୍ଟାର ସୁବିଧା। ଜେଲରେ ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ। ଫୁଟ୍ ମସାଜର ମଜା ନେଉଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍। ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ…

ନିର୍ବାଚନ ଜିତିବା ପାଇଁ ଗୁଜୁରାଟରେ…

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା…

ଆମ୍ ଆଦମୀ ପାର୍ଟି ଟିକେଟରୁ ରାଜ୍ୟସଭା…

ଚଣ୍ଡିଗଡ : ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ…

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌। ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ହେବେ । ଭଗଓ୍ୱନ୍ତ ମାନଙ୍କ ବ୍ୟତୀତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା । କିନ୍ତୁ ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ…