ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Aahara Kendra

ଏମ୍ସ ନିକଟରେ ରାତିରେ ଖୋଲିବ ଆହାର…

ଭୁବନେଶ୍ବର: ଆଜି ଠାରୁ ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ। ଆଜି ଏହାର ଉଦଘାଟନ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର। ୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି…

ରାଜ୍ୟରେ ଆଉ ୯୩ ଆହାର କେନ୍ଦ୍ର ଖୋଲିବା…

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୯୩ଟି ଆହାର କେନ୍ଦ୍ର । ବର୍ତ୍ତମାନ ମୋଟ ୧୬୭ଟି ଆହାର କେନ୍ଦ୍ର ଥିବା ବେଳେ ଏହି ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ରାଜ୍ୟର ସମସ୍ତ ପ୍ରାଥମିକ ଓ…

ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪…

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪ ଜିଲା ଆହାର ସମିତି ଓ ସିଟି ଆହାର ସମିତିକୁ ଗୃହ, ନଗର ଉନ୍ନୟନ ବିଭାଗ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦୨୩ – ୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଅର୍ଥ ରିଲିଜ କରାଯାଇଛି । ଏହି ପାଣ୍ଠି ରାଜ୍ୟରେ ୧୬୭ ଆହାର କେନ୍ଦ୍ର…

ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ‘ଆହାର’…

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ…

ଲକଡାଉନରେ ସାହାରା ପାଲଟିଛି…

ବୌଦ୍ଧ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆହାର କେନ୍ଦ୍ର ଏହି ଲକଡାଉନରେ ଅସହାୟ ଲୋକଙ୍କ ସାହାରା ପାଲଟିଛି l ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ଦୁଇଓଳି ଦୁଇ ମୁଠା ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର କେନ୍ଦ୍ର। ମାତ୍ର ୫ ଟଙ୍କା ଦେଇ ଦୈନିକ ୪ ଶହ ଲୋକ ଆହାର ପାଇପାରୁଛନ୍ତି। ଏଥିରେ ନିୟୋଜିତ…