କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍…
ଭୁବନେଶ୍ବର : ସାର୍ ଭଦ୍ରକ ଯିବି। ବାପାଙ୍କ ଦେହ ଖରାପ। ଗୋଟିଏ ପାସ୍ ଦରକାର। କରୋନାର ଦ୍ୱିତୀୟ ଲହର ଆସିବା ପରେ କମିସନରେଟ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍ ରୁମରେ ଥିବା ଡାଏଲ-୧୦୦କୁ ଏଭଳି ଅଧିକ କଲ୍ ଆସୁଛି। ବିଶେଷକରି ଭୁବନେଶ୍ବରରୁ ଅନ୍ୟ ଜିଲ୍ଲାକୁ ଯିବା ଲାଗି ବ୍ୟକ୍ତିମାନେ ଅଧିକ କଲ୍ କରୁଛନ୍ତି ।…