ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

5T Secretary Sh V K Pandian

ଭଦ୍ରକରେ ୫ଟି ସଚିବଙ୍କ ବିକାଶ ସମୀକ୍ଷା :…

ଭଦ୍ରକ/ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର…

କେନ୍ଦୁଝରରେ 5T ସଚିବ : ଗ୍ରାଉଣ୍ଡ…

କେଉଁଝର/ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ  ଭି କେ ପାଣ୍ଡିଆନ୍ ଆଜିଠୁ ଦୁଇ ଦିନିଆ କେଉଁଝର ଗସ୍ତରେ ଯାଇଛନ୍ତି। 5ଟି ସଚିବ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି…

୫ଟି ସଚିବଙ୍କ ରାୟଗଡା ଗସ୍ତ: ୫ଟି…

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ…

ମା’ ସମଲେଇ ମନ୍ଦିର ଉନ୍ନୟନ ପ୍ରକଳ୍ପ…

ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ମା’ ସମଲେଶ୍ୱରୀଙ୍କ ମନ୍ଦିର ରାଜ୍ୟର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଏଠାରେ ଏକ ଅନନ୍ୟ ଅନୁଭୂତି ମିଳିବା ସହିତ ସ୍ଥାନୀୟ ଲୋକାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ ନବୀନ…

ବିକାଶର ନୂଆ ଇତିହାସ ଲେଖିବ କଳାହାଣ୍ଡି :…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କେ ପାଣ୍ଡିଆନ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀ,ମହିଳା , କ୍ରୀଡାବିତ ଓ…

ମାଲକାନଗିରିରେ ୫ଟି ସଚିବଙ୍କ ୨ୟ ଦିନ:…

ମାଲକାନଗିରି: ଦୃତ ସାମଗ୍ରିକ ବିକାଶ ଧାରାରେ ଯୋଡ଼ିହୋଇଛି ମାଲକାନଗିରି ଜିଲ୍ଲା। ସ୍ବାଭିମାନ ଅଞ୍ଚଳଠାରୁ ଆରମ୍ଭ କରି ବଣ୍ଡାଘାଟି ଯାଏ ; ସବୁ ଅଞ୍ଚଳକୁ ମିଳିବ ନୂଆ ରୂପ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ; ସବୁକ୍ଷେତ୍ରରେ କିପରି ବିକାଶ ପ୍ରତିଫଳିତ ହେବ ତା’ର ସମୀକ୍ଷା କରିଛନ୍ତି…

ମାଲକାନଗିରି ଗସ୍ତରେ ୫ଟିି ସଚିବ ଭିକେ…

ମାଲକାନଗିରି: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି।  ଆଜି ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ମାଲକାନଗିରି ଜିଲ୍ଲାର ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି ୫ଟି ସଚିବ। ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି…

ଝାରସୁଗୁଡ଼ାର ସମସ୍ୟା ବୁଝିଲେ ୫ଟି ସଚିବ…

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । ୫ଟି ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ…

ଦୁଃଖ ଶୁଣିଲେ 5T ସଚିବ : ଦିବ୍ୟାଙ୍ଗ…

ଛେନାପଦି/ କେନ୍ଦୁଝର : ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ଙ୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ତୁରନ୍ତ ପ୍ରଦାନ କରାଗଲା ସହାୟତା। ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ…

ଓୟୁଏଟିରେ ୫ଟି ସଚିବ: ରୂପାନ୍ତରଣ…

ଭୁବନେଶ୍ବର: ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ  ପ୍ରକ୍ରିୟା ଆରମ୍ଭ। OUATର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। OUATରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ…