ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

3rd Wave of Corona

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ…

ଭୁବନେଶ୍ୱର : କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ…

ଲକ୍ଷଣ ବଦଳାଉଛି କରୋନା, ସାମାନ୍ୟ ଥଣ୍ଡା…

ଭୁବନେଶ୍ବର : ଲକ୍ଷଣ ବଦଳାଉଛି କରୋନା। ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ହୋଇପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ…

କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ,…

ଭୁବନେଶ୍ବର : କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ ସଂକ୍ରମିତ ହେଉଛନ୍ତି । ଏମିତି କିଛି ନାହିଁ ଯେ ଅନ୍ୟ ବର୍ଗ ଅପେକ୍ଷ କେବଳ ଶିଶୁ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଯେତେବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ…

ଅଯଥା ଭ୍ରମଣ କରନ୍ତୁ ନାହିଁ,…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ…

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି…

କଟକ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାର ଆଗୁଆ ପଦକ୍ଷେପ ନେଉଛନ୍ତି। କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ…

ଦେଶରେ ଜୁଲାଇ ୪ ତାରିଖରୁ ଆସି ସାରିଛି…

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।ବୖେଜ୍ଞାନିକ…