ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

3rd edition of Make in Odisha Conclave

ଅନୁଗୋଳରେ ଜିନ୍ଦଲ ନିର୍ମାଣ କରୁଛି…

ଭୁବନେଶ୍ୱର : ଅନୁଗୋଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର। ସେଠାରେ କମ୍ପାନୀ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ସୂଚନା ଦେଇଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ :…

ଭୁବନେଶ୍ୱର: ଶେଷ ହୋଇଛି ଶିଳ୍ପ ମହାକୁମ୍ଭ ‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨’। ସଫଳ ହୋଇଛି ଏହି ବୃହତ୍‌ ନିବେଶକ ସମ୍ମିଳନୀ। କନକ୍ଲେଭ୍‌କୁ ନିବେଶଙ୍କ ଆଡୁ ମିଳିଛି ଆଶାତୀତ ପ୍ରତିକ୍ରିୟା। ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ଏହି ତୃତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କୁ ସର୍ବମୋଟ ସାଢ଼େ ଦଶ ଲକ୍ଷ…

ଓଡ଼ିଶାରେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ…

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ। ଏହି ବିଶ୍ୱସ୍ତରୀୟ ସମାବେଶରେ ବିଶ୍ୱର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ। ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡୋବେ, ଓରାକେଲ,…

ମେକ୍ ଇନ୍ ଓଡ଼ିଶା କନକ୍ଳେଭ : ରିୟଲ…

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ବିପ୍ଳବକୁ ଶ୍ରେଷ୍ଠ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହିକ୍ରମରେ କନକ୍ଲେଭର ଚତୁର୍ଥ ଦିନରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ରିୟଲ ଇଷ୍ଟେଟ ଏବଂ ସହରାଞ୍ଚଳ ଭିତ୍ତିଭୂମି ଉପରେ ଏକ ଅଧିବେଶନ…

ମା’ମାନଙ୍କ ସଶକ୍ତିକରଣ ବିନା ଦେଶ ଆଗକୁ…

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାର ମିଶନ ଶକ୍ତି। ସବୁ ସଫଳତା ସତ୍ତ୍ବେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମିଶନ ଶକ୍ତି…

ନିବେଶକଙ୍କ ପସନ୍ଦ ଓଡ଼ିଶା, ମେକ୍ ଇନ୍…

ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଭୁବନେଶ୍ବରରେ…

ଘୋଷଣା ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ନୀତି…

ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ଦିବସରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ…

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ…

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ’ଆଉ ସ୍ୱପ୍ନ ନୁହେଁ । ଏହା ବର୍ତ୍ତମାନ ଏକ ବାସ୍ତବତା । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ  ୫-ଟି’ ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ।ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ…

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି…

ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର…

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍‌। ଆଜି ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ବ୍ରିଟେନର SRAM & MRAM ଗ୍ରୁପ୍ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଫ୍ୟାକେସନ୍ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ…