+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ :…
ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ…