ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଚ୍ଛା ମୃତ୍ୟୁ ସୁଇସାଇଡ ମେଶିନକୁ ମଞ୍ଜୁର କଲା ସୁଇଜରଲାଣ୍ଡ ସରକାର

ନୂଆଦିଲ୍ଲୀ: ସୁଇଜରଲାଣ୍ଡ ସରକାର ଆଜି ଇଚ୍ଛା ମୃତ୍ୟୁକୁ ସରକାରୀ ମଞ୍ଜୁରୀ ପ୍ରଦାନ କରିଛି। ଏକ ସୁଇସାଇଡ ମେଶିନ (ସୁସାଇଡ ପଡ)ରେ ବିନା ଯନ୍ତ୍ରଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିପାରିବ। ଏହି ମେସିନ ମଧ୍ୟରେ ଅମ୍ଳଜାନର ମାତ୍ରା ବହୁତ କମ ରଖାଯାଇଥିବ, ଯାହା ଫଳରେ ରୋଗୀ ଧୀରେ ଧୀରେ ମୃତ୍ୟୁକୁ ଆଦରି ନେବ।

ସୂଚନାଯୋଗ୍ୟ, ୧୯୪୨ରୁ ଏଠାରେ ଇଚ୍ଛାମୃତ୍ୟୁର କାନୁନ ରହିଛି। ତେବେ ସରକାରଙ୍କ ଏହି ନିଷ୍ପତି ଆତ୍ମହତ୍ୟାକୁ ପ୍ରବର୍ତାଇବ ବୋଲି କେତେକ ବ୍ୟକ୍ତି ଆଶଙ୍କା ବ୍ୟକ୍ତ କରିଛନ୍ତି। ଯେଉଁ ବ୍ୟକ୍ତି ରୋଗରେ କବଳରେ ପଡି ଏକପ୍ରକାର ମୃତ୍ୟୁ ସମାନ ବଞ୍ଚି ରହିଥାଏ ସେମାନଙ୍କୁ କେବଳ ଏଥିନେଇ ଅନୁମତି ମିଳିବ।

Leave A Reply

Your email address will not be published.