ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଡିସିନରେ ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍‌ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ପିଜିଓଲଜି ତଥା ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯିବ। ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯିବ।

ସେ ନିଅଣ୍ଡରଥାନ ମାନବର ଜିନୋମ ସିକ୍ବେନ୍ସ ଆବିଷ୍କାର କରିଥିଲେ । ସେ ମଧ୍ୟ ପୂର୍ବରୁ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ ।

Leave A Reply

Your email address will not be published.