ରବିବାର ରାଶିଫଳ ( ୨୦-୦୬-୨୦୨୧ )

ମେଷ : କୌଣସି ବଡ ଧରଣର କାର୍ଯ୍ୟ ତୁଲାଇପାରନ୍ତି। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକପ୍ରିୟ ହେବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

ବୃଷ : ସମାଜରେ ନେତୃତ୍ବ ନେଇ ସମ୍ମାନ ପାଇବେ। ରାଜନୀତିରେ ଶତ୍ରମାନେ ଆୟତ୍ତାଧୀନ ହେବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ।ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ : ସଠିକ ଧାରାରେ କାର୍ଯ୍ୟ କରି ଉପକୃତ ହେବେ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ସଫଳତା ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କର୍କଟ : ଅଯଥା ଝମେଲାରେ ଛନ୍ଦି ହେବେ । ଚାକିରିରେ ଅବହେଳା ରହିବ। ମହିଳାମାନେ ଚିନ୍ତାରେ ରହିବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ବ୍ୟୟବହୁଳତା ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ସିଂହ : ବହୁ ଉପାୟରେ ଉପାର୍ଜନ କରିବେ। ସାଂସାରିକ ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ଶିଳ୍ପ ଓ ବାଣିଜ୍ୟ ମନମୁତାବକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା : ବକେୟା ଅର୍ଥପ୍ରାପ୍ତି ହୋଇପାରେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ତୁଳା : ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ। ଉଭୟ ପ୍ରେମ ଓ ସାଂସାରିକ ଜୀବନ ସୁଖଦ ରହିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା : ବ୍ୟୟବହୁଳତା ଭିତରେ କାର୍ଯ୍ୟ ତୁଲାଇବେ । ଚାକିରିରେ କାର୍ଯ୍ୟଭାର ରହିବ । ମହିଳାମାନେ ଅଧୈର୍ଯ୍ୟ ହେବେ । ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଧନୁ : ସବୁ କାର୍ଯ୍ୟରେ ଆଗେଇ ଚାଲିବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆଦରସମ୍ମାନ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମକର : କାର୍ଯ୍ୟ ସିଦ୍ଧି ସହ ମାନସମ୍ମାନ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଚାକିରିରେ ସ୍ଵାଧୀନତା ରହିବ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ : ଯୋଜନା କରି ସଫଳ ହେବେ। ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ଜନସେବାରେ ବ୍ରତୀ ହେବେ | ଶିଳ୍ପ ଓ ବାଣିଜ୍ୟ ଲାଭଦାୟକ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମାନ : କର୍ମକ୍ଷେତ୍ରରେ ଶତ୍ରବୃଦ୍ଧି ହେବେ। ଚାକିରିରେ ଅସହଯୋଗ ରହିବ । ରାଜନୀତିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-କଫି

Leave a comment