ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରବିବାର ରାଶିଫଳ ( ୧୨-୦୯-୨୦୨୧ )

ମେଷ: ଦିନଟି ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ | ଅତିଥ୍‌ଙ୍କ ଆଗମନ । ହୋଇପାରେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ |ବାଣିଜ୍ୟରେ ସଫଳ ହେବେ |ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି

ବୃଷ: ସମାଜରେ ପ୍ରତିଷ୍ଠିତ ହେବେ।ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମିଥୁନ, କୌଣସି ବଡ ଧରଣର କାର୍ଯ୍ୟ ତୁଲାଇ ପାରନ୍ତି। ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ଆଦର ସମ୍ମାନ ପାଇବେ।ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

କର୍କଟ: ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଧନସମ୍ମାନ ପାଇବେ | ରାଜନୀତିରେ ସମ୍ମାନୀତ ହେବେ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ: ବହୁ ଚେଷ୍ଟା ସାମାନ୍ୟ ଫଳ ପାଇବେ |ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ । ବାଣିଜ୍ୟରେ ମନ୍ଥର ରହିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କନ୍ୟା: କର୍ମକ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି। ରାଜନୀତିରେ ଶତୃବୃଦ୍ଧି ହେବେ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ହାନି ହୋଇ ପାରେ। ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ

ତୁଳା: ଯେକୌଣସି ଉପାୟରେ ହେଉନା କାହିଁକି କାର୍ଯ୍ୟ ହାସଲ କରିନେବେ । ରାଜନୀତିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଆୟ ହେବ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ- ମେଟାଲିକ୍

ବିଛା: ବ୍ୟୟ ବହୁଳତା ଭିତରେ କାର୍ଯ୍ୟ ସମ୍ପନ୍ନ ହେବ | ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ପରିଶ୍ରମୀ ହେବେ । ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ଧନୁ: ହେଉଥିବା କାର୍ଯ୍ୟ କଳ୍ପକେ ସ୍ଥଗିତ ରହିପାରେ। ଚାକିରିରେ ଅସହଯୋଗ ଦେଖାଦେବ। ସନ୍ତାନସନ୍ତତିମାନେ ଅବାଧ୍ୟ ହେବେ | ବାଣିଜ୍ୟରେ ଅୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ମକର: ଆଶା ମୁତାବକ ସୁଫଳ ପାଇବେ । ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ କର୍ମକ୍ଷେତ୍ରରେ ସ୍ଵାଧୀନତା ରହିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ପ୍ରଶାସନିକ ସକ୍ରିୟ ରହିବେ | ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

ମୀନ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଚାକିରିରେ କାର୍ଯ୍ୟ ବହୁଳ ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ | ବାଣିଜ୍ୟରେ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

Leave A Reply

Your email address will not be published.