ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାନ୍ଦିପୁରରେ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି। ଅପରାହ୍ଣ ସାଢେ ୪ଟା ବେଳେ ଚାନ୍ଦିପୁର ଆଇଟିଆର୍‌ ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(ଡିଆର୍‌ଡିଓ) ପକ୍ଷରୁ ସୂଚନା ଦିଆଯାଇଛି ।


ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର ସହ ଧ୍ବଂସ କରିଦେଇଥିଲା । ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ କୁହାଯାଉଥିବା ଆକାଶ ପ୍ରାଇମର ଏକା ପ୍ରଥମ ପରୀକ୍ଷଣ ।

Leave A Reply

Your email address will not be published.