ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

+୨ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ

ବଣାଇ: +୨ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ବଣାଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ହଠାତ ଜଣେ ଛାତ୍ର ଅଚେତ ହୋଇପଡ଼ିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାୟୀ ବଣାଇ ମେଡିକାଲ ନିଆଯାଇଥିଲା। ହେଲେ ଅଚେତ ଛାତ୍ରଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା ଘୋଷଣା କରିଥିଲେ। ମୃତ ଛାତ୍ର ଜଣଙ୍କ ଲହୁଣିପଡ଼ା ଥାନା ଜୁନିଆନି ଗାଁର ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Leave A Reply

Your email address will not be published.