ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢାଉ

ବ୍ରହ୍ମପୁର: କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ । କ୍ରୀଡା ଶିକ୍ଷକ ଜନାର୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି । ସେ ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା  ଶିକ୍ଷକ ଭାବେ କାର୍ଯ୍ଯରତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ବ୍ରହ୍ମପୁର ଅନନ୍ତନଗରସ୍ଥିତ ବାସଭବନ , ପେଟ୍ରୋଲ ପମ୍ପ ସମେତ ଜୟନ୍ତୀପୁରସ୍ଥିତ ନିଜ ପୈତୃକ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ।

Leave A Reply

Your email address will not be published.