ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ବିଶେଷ

ପେଟ ଓ ପିଲାମାନଙ୍କ ଭବିଷ୍ୟତ ପାଇଁ ଜଣେ…

ଭୁବନେଶ୍ୱର : ଦିନକୁ ଦିନ ସାକାର ହେବାରେ ଲାଗିଛି ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣର ସ୍ୱପ୍ନ। ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ସାମାଜିକ କଟକଣାରେ ବାନ୍ଧି ହୋବାକୁ ବାଧ୍ୟ ହେଉଥିଲେ। କିନ୍ତୁ ସମୟ ବଦଳିବା ସହ ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କ ସ୍ଥିତି ମଧ୍ୟ ବଦଳି…

ଆଜି ମହିଳା ଦିବସ : ବସ୍ତି ବାସିନ୍ଦାଙ୍କ…

ଭୁବନେଶ୍ୱର : ସେବା ଶବ୍ଦ ଉଚ୍ଚାରଣ ମାତ୍ରକେ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌‌, ମଦର ଟେରେସାଙ୍କ ଭଳି ମହିୟସୀ ମହିଳାମାନେ ହିଁ ପ୍ରଥମେ ସ୍ମରଣକୁ ଆସନ୍ତି। ଯୁଦ୍ଧ ଭୂଇଁରୁ, ଡାକ୍ତରଖାନା, ଅନୁଷ୍ଠାନ, ଘର ଓ ପରିବାର ପର୍ଯ୍ୟନ୍ତ ସବୁଠି ସବୁ ସମୟରେ ସେହି ସ୍ନେହବୋଳା ହାତର ସ୍ପର୍ଶ ବିନା ‘ସେବା’ ସତେ ଯେପରି…

କ’ଣ ପାଇଁ ପାଳନ ହୁଏ…

ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି…

ପବିତ୍ର ମହାଶିବରାତ୍ରୀରେ ଶିବଙ୍କ ମହିମା…

ଶିବର ଅର୍ଥ ‘କଲ୍ୟାଣକାରୀ’ ବା ‘ଶୁଭକାରୀ’। ଯଜୁର୍ବେଦରେ ଶିବଙ୍କୁ କୁହାଯାଇଛି ‘ଶାନ୍ତିଦାତା’। ‘ଶି’ର ଅର୍ଥ ‘ପାପକୁ ନାଶ କରିବା’ ଓ ‘ବ’ର ଅର୍ଥ ‘ଦାତା’। ତେବେ ମହାଦେବଙ୍କର ସବୁଠୁ ବଡ଼ ଉତ୍ସବ ହେଉଛି ‘ମହାଶିବରାତ୍ରୀ।’ ଏହିଦିନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ ଶିବରାତ୍ରୀ ଓ…

ଆଜି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ…

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭୁବନେଶ୍ବରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି…

ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ…

ଭୁବନେଶ୍ବର: ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର ସେ କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ…

କାହିଁକି ହୁଏ ‘ମଙ୍କି ଫିଭର’, କ’ଣ ଏହାର…

ଜୀବଜନ୍ତୁଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ବାରା କିଛି ଭୂତାଣୁ ମନୁଷ୍ୟ ଶରୀରରେ ବ୍ୟାପି ରୋଗ ସୃଷ୍ଟି କରିଥାନ୍ତି। କେତେକ ଭୂତାଣୁ ମୃତ୍ୟୁର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏମିତି ଏକ ରୋଗ ହେଉଛି ମଙ୍କି ଫିଭର। ମହାମାରୀ କରୋନାର ଭୟାବହତା ପରେ ଏବେ କର୍ଣ୍ଣାଟକର ମଙ୍କି ଫିଭର ଲୋକଙ୍କ…

ଭାତରେ ମିଳିବ ମାଂସର ସ୍ବାଦ,…

ଭାତର ସ୍ବାଦ ଅଲଗା। ଏଣିକି କିନ୍ତୁ ଭାତରେ ମିଳିବ ମାଂସର ସ୍ବାଦ। ବୈଜ୍ଞାନିକମାନେ ଏଭଳି ଏକ ଚାଉଳ ତିଆରି କରିଛନ୍ତି, ଯେଉଁଥିରୁ ମାଂସର ସ୍ବାଦ ମିଳିପାରିବ। ଏହାକୁ ବିରିଆନୀ ଭାବେ ଖାଇହେବ। ଏଥିପାଇଁ ଅଲଗା ଭାବେ ଚାଉଳ ଓ ମାଂସକୁ ରାନ୍ଧିବାର ଆବଶ୍ୟକତା ନାହିଁ। ବୈଜ୍ଞାନିକମାନେ ଏହି ଚାଉଳର ନାଁ…

ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଗଣ୍ୟ…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳମାଟିର ଅନ୍ୟତମ ବରପୁତ୍ର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ। ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କଟକ ବଡ଼ ମେଡିକାଲ ଓ କଲେଜ ତାଙ୍କ ନାମରେ ନାମିତ ହୋଇଛି।୧୭ ଡିସେମ୍ବର ୧୮୭୦ରେ…

ସେବାର ପୂଜାରୀ ଆଚାର୍ଯ୍ୟ ହରିହର

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରି ରଖିଛି। ୧୮୭୯ ମସିହା ମାର୍ଚ୍ଚ ୮ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର…