Browsing Category
ବିଶେଷ
ଜୀବନ-ସତ୍ୟର ଆତ୍ମିକ ଅର୍ଥମୟତା ମୋର…
ଡକ୍ଟର ଗାୟତ୍ରୀବାଳା ପଣ୍ଡା। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ସ୍ୱର। କବିତା, ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଲେଖୁଥିବା ଗାୟତ୍ରୀବାଳା ଜୀବନର କବି, ମାନବବାଦର ସ୍ୱରକାର। ବିଶେଷକରି ଗାଁ ମାଟି ଆଉ ତୃଣମୂଳସ୍ତରର ମଣିଷଙ୍କ ଜିଜୀବିଷାକୁ ସେ ନିଜସ୍ୱ କଥା-କବିତାରେ ବେଶ୍ ମନୋଜ୍ଞ ଭାବେ ଫୁଟାଇ…
ଗଛ ଲଗାଇବା ପାଇଁ ବଢୁଛି ଆଗ୍ରହ:…
ଭୁବନେଶ୍ବର ( ପ୍ରଦୀପ ): ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ଏକ ସୁନ୍ଦର ପୃଥିବୀ ଗଢ଼ାଯାଇ ପାରିବ। ଏହି କଥାକୁ ମର୍ମେ ମର୍ମେ ଅନୁଭବ କରି ସମସ୍ତେ ନିଜ ଚାରି ପାଖରେ ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ଦିଗରେ ଆଗ୍ରହ ଦେଖାଉଛନ୍ତି। ଲୋକଙ୍କର ଘରର ଆଖପାଖରେ ସବୁଜବନାନୀ ସୃଷ୍ଟି କରିବା ଆଗ୍ରହ ଦେଖି…
ଦିନେ ରାଜନୀତିର କୋଳାହଳ ଭିତରେ ବିତୁଥିଲା…
ସମ୍ବଲପୁର(ବିମଳକୃଷ୍ଣ ଥମ୍ବ): ରାଜନୀତିର କୋଳାହଳ ଭିତରେ ଦିନ ବିତୁଥିଲା; ଏବେ ପଦବୀ ନାହିଁ, କ୍ଷମତା ବି ନାହିଁ। ନିଃସଙ୍ଗତା ସହ ସଂଗ୍ରାମ କରୁଛନ୍ତି ସମ୍ବଲପୁରର ପୂର୍ବତନ ନଗର ପାଳ ସଂଗ୍ରାମ ସାହାଣୀ। ସରକାରୀ ଚାକିରି, ପେନ୍ସନର ସୁରକ୍ଷା ଛାଡ଼ି ସେ ରାଜନୀତିରେ ପ୍ରବେଶ କରିଥିଲେ। ନୀତି ଓ ଆଦର୍ଶର…
ପରିବର୍ତ୍ତନ ହେଉଛି ସହରୀ ଲୋକଙ୍କ…
ମେଟ୍ରୋ ସିଟି ଭଳି ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ଆଧୁନିକୀକରଣର ପ୍ରଭାବ ବଢ଼଼ିବାରେ ଲାଗିଛି। ମାୟାନଗରୀ ମୁମ୍ବଇ, ନୂଆଦିଲ୍ଲୀ ଭଳି ଆମ ସହରରେ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି। ସହରର ଯୁବପିଢ଼ିଙ୍କର ଏହି ଆବଶ୍ୟକତାକୁ ନଜରରେ ରଖି ଅନ୍ୟ ସହର ଭଳି ଭୁବନେଶ୍ୱରରେ ପବ୍ମାନ ଗଢ଼ିଉଠିଛି।…
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର…
ବାରିପଦା(ମନୋଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତର ଚକ୍ରଧରପୁର ଗାଁ। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଆଖପାଖ ଅଞ୍ଚଳରେ ଏ ଗାଁର ଭାରି ନାଁ। ଲୋକେ କହନ୍ତି ଏ ଗାଁର ନାଁ ଶୁଣିଲେ ମୁହଁ ମିଠା ହୋଇଯାଏ। ଏ ଗାଁର ଲୋକେ ପୁରୁଷପୁରୁଷ ଧରି ଉଖୁଡ଼ା ଓ ମିଠା ଚଣା ପ୍ରସ୍ତୁତ କରି…
ମିଶନ ଶକ୍ତି ଜରିଆରେ ଜାତୀୟ ଏବଂ…
ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା…
ରଙ୍ଗର ପର୍ବ ହୋଲି ଖେଳିବା ସମୟରେ…
ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ।
ଘରେ ପ୍ରାକୃତିକ ରଙ୍ଗ…
ଭାରତର ଏପରି ଏକ ଗାଁ, ଯେଉଁଠି ଦୀର୍ଘ ୧୫୦…
ଛତିଶଗଡ଼ ରାଜ୍ୟ କୋରବା ଜିଲ୍ଲାର ଖରହରି ଗାଁରେ ୧୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ହୋଲି ଖେଳ ହୋଇ ନାହିଁ। ଏହା ପଛରେ ଏକ ଅଘଟଣର କାହାଣୀ ଜଡ଼ିତ। ଗାଁରେ ହୋଲିକା ଦହନ ସମୟରେ ଅଚାନକ ଗାଁର ସବୁ ଘରଗୁଡ଼ିକ ଜଳିଯିବାରୁ ବହୁ ଧନଜୀବନ ନଷ୍ଟ ହୋଇଯାଇଥିଲା। ତା’ ପରଠୁ ଏହି ଗାଁରେ ହୋଲି ଖେଳ ହୋଇନାହିଁ। ସେହିପରି ହୋଲି…
ବାସ୍ତୁ ଅନୁସାରେ ଚୟନ କରନ୍ତୁ ରଙ୍ଗ;…
ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।
ଲାଲ୍
ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ…
ହୋଲି ଖେଳିବା ପୂର୍ବରୁ ଏହି ସବୁ ଦିଗ…
ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ…