ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତର ସମ୍ପର୍କରେ ରକ୍ତ ଛିଟା: ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ

ପୁରୀ: ପୁରୀ ବାଲିଘାଟ ଅଞ୍ଚଳ ମେରାଇନ ଥାନା ଅନ୍ତର୍ଗତ ଶୁଭଦ୍ରାନଗରରେ ବିଭିତ୍ସ ହତ୍ଯା କାଣ୍ଡ ଘଟିଛି। ପୁଅ ଓ ମାଆର ସମ୍ପର୍କରେ ଲାଗିଛି ରକ୍ତର ଛିଟା।  ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ଘଟିଛି।  ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ ନେଇ ପୁଅ କଟୁରିରେ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା, ଭାଇ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଏହି ହତ୍ଯାକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ।

Leave A Reply

Your email address will not be published.