ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ପର୍କରେ ରକ୍ତର ଛିଟା: ବିଧବା ମାଆକୁ ହତ୍ୟା କଲା ପୁଅ

ଫୁଲବାଣୀ: ସମ୍ପର୍କରେ ରକ୍ତର ଛିଟା। ବିଧବା ମାଆକୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ାଙ୍ଗୀସାହିରେ। ୬୦ ବର୍ଷର କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ହତ୍ୟାକରିଛି ପୁଅ ଜିତେନ୍ଦ୍ର କହଁର( ୩୧)। ଏନେଇ ଥାନାରେ ୮୪/୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ଟାଉନ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି।

Leave A Reply

Your email address will not be published.