ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ୱଶୁର ଘରୁ ଚୋରି କରି ଜ୍ୱାଇଁ ଗିରଫ

ଭୁବନେଶ୍ଵର : ଶଶୁର ଘରୁ ଚୋରି କରି ଗିରଫ ହୋଇଛି ଜ୍ୱାଇଁ । ଶଶୁର ଘରେ କଳାକନା ବୁଲାଇଥିବା ଜ୍ବାଇଁକୁ ଗିରଫ କରିଛି ପୁଲିସ। ଏପରି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । ରାଜଧାନୀ ଭୁବନେଶ୍ବରର ଆଇଗଣିଆ ଅଞ୍ଚଳରୁ  ଜ୍ବାଇଁ ଗିରଫ କରିଛି କମିଶନରେଟ୍ ପୁଲିସ।

ଗିରଫ ହୋଇଥିବେ ଜ୍ବାଇଁ ଜଣଙ୍କ ନିକଟରୁ କମିଶନରେଟ୍ ପୁଲିସ ସୁନା ଗହଣା ଓ ବାଇକ୍‌ ଜବତ କରିଛି। ଶଶୁର ଘରୁ ଚୋରି କରିଥିବା ବେଳେ ଜ୍ବାଇଁଙ୍କ କାରନାମା ସିସିଟିଭିରେ ଧରାପଡିଯାଇଥିଲା । ଯାହା ପରେ ଶ୍ବଶୁର ଘର ଲୋକଙ୍କ ଅଭିଯୋଗ ପରେ କମିଶନରେଟ୍ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଜ୍ବାଇଁ ଭୁବନେଶ୍ବରରର ଏକ ନାମୀଦାମୀ ହୋଟେଲରେ କୁକ୍‌ ଥିବା ଜଣାପଡିଛି।

Leave A Reply

Your email address will not be published.