ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ଵାସରୁଦ୍ଧ ହୋଇ ଘଟିଛି ମୃତ୍ୟୁ ବେକ ବ୍ୟତୀତ ଶରୀର ର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ କିଛି ସମୟ ପରେ ଚନ୍ଦ୍ରଶେଖରପୁର ଥାନାରେ ପହଁଚିବ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଆଧାରରେ ଆଗେଇବ ତଦନ୍ତ ପ୍ରକ୍ରିୟା ସେପଟେ ଏଯାଏଁ ଥାନାରେ ହାଜର ହୋଇନାହାନ୍ତି ସୌମ୍ୟ ଓକିଲଙ୍କ ଜରିଆରେ ଆଉ କିଛି ସମୟ ମାଗିଥିବା ସୂଚନା । ଫର୍ମାଟି ହୋଇଥିବା ଶ୍ଵେତାଙ୍କ ଫୋନ ରିଟ୍ରାଇଭ ହୋଇଛି କଲରେକର୍ଡ଼, ଭିଡିଓ, ଫଟୋ ପୋଲିସ ହାତରେ ଲାଗିଛି । ହସ୍ତଗତ ତଥ୍ୟ ସମ୍ପର୍କରେ ସୌମ୍ୟଙ୍କୁ ପଚରାଉଚରା କରାଯିବ କମିଶନରେଟ ପୋଲିସ ସୂତ୍ରରୁ ସୂଚନା ।

Leave a comment