bitcoin
Bitcoin (BTC) 2,260,126.76 0.41%
ethereum
Ethereum (ETH) 139,030.44 0.86%
tether
Tether (USDT) 77.71 0.05%
usd-coin
USD Coin (USDC) 77.79 0.11%
bnb
BNB (BNB) 23,697.44 0.43%
xrp
XRP (XRP) 30.03 2.17%
binance-usd
Binance USD (BUSD) 77.87 0.01%
cardano
Cardano (ADA) 35.94 1.94%
solana
Solana (SOL) 3,273.78 1.48%
dogecoin
Dogecoin (DOGE) 6.37 3.78%

ଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଆଜି ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇ ଦେଇଛନ୍ତି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ସମ୍ଭାଳିବେ।

 

Leave a comment