ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ: ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି

ଭୁବନେଶ୍ୱର: ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପାରମ୍ପରିକ ତୂରୀ, ଶଙ୍ଖ, ଧୋଲକି ବ୍ୟବସ୍ଥା କରାଯାଇଥିଲା । ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ । ପାଖାପାଖି ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହୋଇ ମହାପଭୁ ଲିଙ୍ଗରାଜ ଓ ମାଆ ପାର୍ବତୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

Leave A Reply

Your email address will not be published.