ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନୀତି କରିବେ ଶାହାରୁଖ ଖାନ୍

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ ରାଜନୀତି କରିପାରନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତରେ ଭେଟି ଡିନର(ରାତ୍ରିଭୋଜନ) କରିବା ଏପରି ଆକଳନ କରାଯାଉଛି। ତେବେ ସୂତ୍ର ଅନୁଯାୟୀ କିଶୋରଙ୍କ ଜୀବନୀ ଉପରେ ଏକ ବ ସିରିଜ ନିର୍ମାଣକୁ ନେଇ ଉଭୟେ ଆଲୋଚନା କରିଥିଲା । ଅନ୍ୟ ସୂତ୍ର ଅନୁଯାୟୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉଭୟେ ତିନି ବର୍ଷରୁ ଅଧିକ ସମୟ ହେଲା ଜଣେ ଜଣଙ୍କୁ ଜାଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାରୁଖଙ୍କୁ ସହ ଭେଟ କରାଇଥିଲେ । ତେବେ ରାଜନୀତିରେ ଶାହାରୁଖ ଯୋଗଦେବା ଖବରକୁ ସୂତ୍ର ପକ୍ଷରୁ ଖାରଜ କରାଯାଇଛି।

Leave A Reply

Your email address will not be published.