ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ରହିବ ସିଟ୍ ସଂରକ୍ଷଣ, ଭଡ଼ା ଉପରେ ୫୦% ଛାଡ଼

ଭୁବନେଶ୍ବର: କ୍ରୁଟ ପକ୍ଷରୁ ବଡ଼ ପଦକ୍ଷେପ। ବରିଷ୍ଠଙ୍କ ପାଇଁ ୫୦% ଭଡ଼ା ରିହାତି ସୁବିଧା କରିଛି। ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଏଥିସହ ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷଣ ରହିବ। ନିରାପଦ ଓ ସୁବିଧାଦାୟକ ଯାତ୍ରା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ କ୍ରୁଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.