ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କଲା ନୟାପଲ୍ଲୀ ପୋଲିସ । ୫୦ ହଜାର ଟଙ୍କାରେ ବାପା ପୁତ୍ରଟିକୁ ବିକ୍ରି କରିଥିବା ସୂଚନା ରହିଛି । ତେବେ ଏଯାଏଁ ବାପା ଫେରାର ଅଛି । ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ହୃଦୟହୀନ ବାପା । ଏ ନେଇ ଶିଶୁଟିର ମା’ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ତନାଘନା କରିଥିଲା  ପୋଲିସ । ଅଭିଯୁକ୍ତ ବାପା ତପନ ପଲେଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ତେବେ ଏଯାଏଁ ଶିଶୁ ପୁତ୍ରଟି ଉଦ୍ଧାର ହୋଇପାରିନାହିଁ ।

Leave A Reply

Your email address will not be published.