ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋରା ବାଲି ଚାଲାଣ ବେଳେ ଚଢ଼ାଉ, ହାଇୱା ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିକଟରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି ପାଟଣା ତହସିଲ ପ୍ରଶାସନ। ଏଥିସହ ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ଥିବା କାଗଜପତ୍ର ନ ଥିବାରୁ ହାଇୱା ମାଲିକକୁ ୩୦ ହଜାର ୫୨୦ ଟଙ୍କା ଜରିମାନା କରାଯାଇଛି। ଚଢ଼ାଉ ସମୟରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାୟକଏବଂ ରାଜସ୍ବ ନିରୀକ୍ଷକ ସ୍ମୃତି ରଞ୍ଜନ ଧୀର ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.