ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଶୋକ ନଗରରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ମୃତବରଣ କରିଥିବା ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ସନ୍ତୋଷ ରାଉତ। ସନ୍ତୋଷ ରାଉତଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ । ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ବସୁଧା ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସନ୍ତୋଷଙ୍କୁ ହତ୍ୟା ନେଇ ସନ୍ଦେହ କରାଯାଉଥିବା ବେଳେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.