ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ତହସିଲ୍‍ କାର୍ଯ୍ଯାଳୟର ସେକ୍ସନ୍ ଅଫିସର, ଜମି ମ୍ୟୁଟେସନ କେସ ପାଇଁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ତହସିଲ୍‍ କାର୍ଯ୍ଯାଳୟର ସେକ୍ସନ୍ ଅଫିସର। ବଲାଙ୍ଗୀର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବେଳପଡା ତହସିଲ ସେକ୍ସନ୍ ଅଫିସର ଯୁଗଳ ରାଉତ।  ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡିିବସିଛି। ଜମି ମ୍ୟୁଟେସନ କେସ ପାଇଁ ଲାଞ୍ଚ ନେଉଥିଲେ ଯୁଗଳ। ଏହାପରେ ବେଳପଡା କାର୍ଯ୍ୟାଳୟ ଓ ପାଟଣାଗଡ଼ ବାସଭବନରେ ଭିଜିଲାନ୍ସ ଟିମ ଛାନଭିନ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.