ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମାନ୍ତିକରଣ କରାଯାଉଥିବାରୁ ଭଦ୍ରକ ଗେଲଟୁଆ ସ୍ଥିତ ଚର୍ଚ୍ଚ ରେ ୧୪୪ ଧାରା ଜାରି

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲ ଟୁଆ ପଞ୍ଚାୟତରେ ଥିବା ଏକ ଚର୍ଚ୍ଚ ରେ ଧର୍ମାନ୍ତିକରଣ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ଦ୍ୱାରା ତଦନ୍ତ କରିଥିଲା । ଆଜି ଭଦ୍ରକ ଉପ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ପୃକ୍ତ ବିଲିଭର୍ସ ଚର୍ଚ୍ଚରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.