ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୪-୧୨-୨୦୨୧ )

ମେଷ: କାର୍ଯ୍ୟହାନି ଓ ମନସ୍ତାପ ଦେଖାଦେବ | ରାଜନୀତିରେ ବିଷମ ପରିସ୍ଥିତି ରହିବ। ମହିଳାମାନେ ହତୋତ୍ସାହ ରହିବେ। ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ମେରୁନ୍

ବୃଷ: ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ । ଦାମ୍ପତ୍ୟ ସୁଖମୟ ରହିବ । ରାଜନୀତିରେ ସହଯୋଗ ମିଳିବ। ବାଣିଜ୍ୟ ସନ୍ତୋଷଜନକ ରହିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ : କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ସ୍ବାଭିମାନୀ ହେବେ । ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

କର୍କଟ: ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିପାରନ୍ତି । ଚାକିରିରେ କାର୍ଯ୍ୟବହୁଳ ରହିବ | ମହିଳା ମାନେ ଅଧୈର୍ଯ୍ୟ ହେବେ। ବାଣିଜ୍ୟ ପ୍ରତିକୂଳ ରହିବା ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ : ବହୁଚେଷ୍ଟା କରି ସଫଳ ହେବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ। ଶୁଭ ଅଙ୍କ –୫, ଶୁଭ ରଙ୍ଗ – ସବୁଜ

କନ୍ୟା: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ –୬, ଶୁଭ ରଙ୍ଗ – ସିଲ୍‌ଭର୍‌

ତୁଳା : କର୍ମକ୍ଷେତ୍ରରେ ସାଧାରଣ ଫଳ ପାଇବେ। ଚାକିରିରେ ଅବହେଳା ରହିବ । ରାଜନୀତିରେ ଅସହଯୋଗ ଦେଖାଦେବ | ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ବିଛା: ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ସୁଖୀ ହେବେ । ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ମେରୁନ୍

ଧନୁ: ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

ମକର : ବିଭିନ୍ନ ଉପାୟରେ ଆୟ ହେବ । ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ସୁଖୀ ହେବେ । ବାଣିଜ୍ୟ ଉତ୍ତମ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

କୁମ୍ଭ: ପ୍ରତିଟି କାର୍ଯ୍ୟରେ ଆଗେଇ ଚାଲିବେ। ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମୀନ: କର୍ମକ୍ଷେତ୍ରରେ ଆବଦ୍ଧ ଯୋଗ ରହିଛି। ଚାକିରିରେ ଅବହେଳା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ଦେଖାଦେବ । ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ ଧଳା

Leave A Reply

Your email address will not be published.