ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୩୦- ୦୪ – ୨୦୨୨ )

ମେଷ: ଦିନଟି ବ୍ୟସ୍ତତା ଭିତରେ କଟିପାରେ । ଦୂରଯାତ୍ରା କରିପାରନ୍ତି । ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ନୂତନତା ଦେଖାଦେବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।

ବୃଷ: ବହୁ ଚେଷ୍ଟା କରି ସଫଳତା ପାଇବେ | ରାଜନୀତିରେ ଜନସେବାରେ ବ୍ରତୀ ହେବେ । ମହିଳାମାନେ ପରିଶ୍ରମ ହେବେ । ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ | ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍ |

ମିଥୁନ: ଉଚ୍ଚ ଆଶା ସଫଳ ହେବ | ରାଜନୀତିରେ ସୁନାମ ପାଇବେ । ଚାକିରିରେ ସ୍ବାଧୀନତା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାଜନକ ଫଳ ପାଇବେ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।

କର୍କଟ: ବିଭିନ୍ନ ଉପାୟରେ ଆୟ କରିବେ । ଉଭୟ ପ୍ରେମ ଓ ସଂସାରିକ ଜୀବନ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ ୯, ଶୁଭ ରଙ୍ଗ-କମଳା ।

ଏଥିସହିତ ପଢ଼ନ୍ତୁ

ସିଂହ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ । ଧର୍ମକର୍ମରେ ମନ ରହିବ। ଚାକିରିରେ ନିଷ୍ଠାପର ରହିବେ । ବଶିକ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଅଳ୍ପାୟନପ୍ରିୟ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କନ୍ୟା : କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ତାପ ରହିବ | ରାଜନୀତିରେ ସମସ୍ୟା ଘେରରେ ରହିବେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଲ ଅଙ୍କ-୪, ଶୁଭ ରଙ୍ଗ – ମେଟାଲିକ୍ ।

ତୁଳା: ଦନଟି ପ୍ରସନ୍ନତା ଭତରେ କଟିବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ରାଜନୀତରେ ଲୋକପ୍ରିୟତା ବଢ଼ିବ।ବାଣଜ୍ୟରେ ଶଭୁଫଳ ମଳିିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ – ସିଲଭର୍ ।

ବିଛା: ପ୍ରତି କାର୍ଯ୍ୟକୁ ସହଜରେ ସମ୍ପାଦନ କରିବେ । ଚାକିରିରେ ସମ୍ମାନ ବୃଦ୍ଧି ହେବ । ରାଜନୀତିରେ ବିରୋଧୀ ପ୍ରଣମିତ ହେବେ ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କପି |

ଧନୁ: ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ସଫଳତା ପାଇବେ । ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ – ୩ ଶୁଭ ରଙ୍ଗ – ହଳଦିଆ ।

ମକର: କାର୍ଯ୍ୟ ବିଳମ୍ବ ଓ ଅସ୍ଥିର ପରିସ୍ଥିତିଦେଇ ଗତିକରିବେ। ଚାକିରିରେ କାର୍ଯ୍ୟବହୁଳ ରହିବ। ରାଜନୀତିରେ ପ୍ରତିବର୍ତ୍ତିତ ରହିବ । ବାଣିଜ୍ୟ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲ୍‌ଭର ।

କୁମ୍ଭ: ନଜିର ସାମର୍ଥ୍ୟ ମତୁାବକ ଫଳ ପାଇବେ। ରାଜନୀତରେ ପ୍ରଭାବଶାଳୀ ରହିବେ। ଚାକିରିରେ ପଦୋନ୍ନତିହୋଇପାରେ ।ବାଣଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶଭ ଅଙ୍କ- ୩,ଶଭ ରଙ୍ଗ- ଗୋଲ୍‌ଡେନ୍।

ମୀନ: ଆର୍ଥକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ରାଜନୀତରେ ଚଳଚଞ୍ଚଳ ରହିବେ। ଚାକିରିରେରି ସମ୍ମାନପ୍ରାପ୍ତିହେବ। ବାଣଜ୍ୟରେ ସଫଳତା ମଳିିବ। ଶିକ୍ଷାର୍ଥୀ ନିଷ୍ଠାରେ ରହିବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ – ଧଳା।

Leave A Reply

Your email address will not be published.