ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୫ -୦୫ -୨୦୨୧ )

ମେଷ:କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ମାନସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଦାୟିତ୍ବବୋଧ ରହିବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ବୃଷ:ଦିନଟି ସହଯୋଗ ପାଇ ଆଗେଇ ଚାଲିବେ। ମହିଳାମାନେ କର୍ମତତ୍ପର ରହିବେ। ଚାକିରିରେ ଦାୟିତ୍ବ ତୁଲାଇବେ। ପରିବହନ ଓ ବାଣିଜ୍ୟରେ ଲାଭ ପାଇବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ମିଥୁନ:ହର୍ଷୋଲ୍ଲାସ ଭିତରେ ଦିନଟି କଟିବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ହେଉଥିବା କାର୍ଯ୍ୟ ବିଗିଡି ଯାଇପାରେ। ଚାକିରିରେ ଅବହେଳା ରହିବ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ:ଆର୍ଥିକ ଯୋଜନା ଫଳପ୍ରସୂ ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ଚାକିରିରେ କାର୍ଯ୍ୟ ବ୍ୟସ୍ତ ରହିବେ। ରାଜନୀତିରେ ଉତ୍ତେଜନା ରହିବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:ସୁଚାରୁରୂପେ କାର୍ଯ୍ୟ କରି ସଫଳତା ପାଇବେ। ଚାକିରିରେ ସମ୍ମାନ ବଢିବ। ମହିଳାମାନେ ଧର୍ମପରାୟଣା ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବିଛା:କର୍ମକ୍ଷେତ୍ରରେ ସମସ୍ୟା ଘେରରେ ରହିବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ବ୍ୟୟ ବୃଦ୍ଧି ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:ଅଟକି ରହିଥିବା ଯୋଜନା କାର୍ଯ୍ୟକାରୀ ହେବ। ବନ୍ଧୁ ସହଯୋଗ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମକର:ବହୁ ଚେଷ୍ଟା କରି ସଫଳ ହେବେ। ରାଜନୀତିରେ ଶତ୍ରୁମାନେ ଆୟତ୍ତାଧୀନ ହେବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ନୂତନ ଯୋଜନା କରି ସଫଳ ହେବେ। ଚାକିରିରେ ଧନସମ୍ମାନ ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ।ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ:ଅସ୍ଥିରତା ଓ ହତୋତ୍ସାହ ପାଇଁ କାର୍ଯ୍ୟହାନି ହେବ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ମନ୍ଥରତା ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

Leave A Reply

Your email address will not be published.