ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୧-୦୯-୨୦୨୧ )

ମେଷ:ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀମାନେ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କମଳା

ବୃଷ:କୌଣସି ଆର୍ଥିକ ଝମେଲାରେ ଛନ୍ଦି ହୋଇଯିବେ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ I ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମିଥୁନ: ଦିନଟି କର୍ମତତ୍ପର ରହିବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ପିଙ୍କ୍

କର୍କଟ:ବହୁ ପରିଶ୍ରମ କରି ସୁଫଳ ପାଇବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ସ୍ଵଳ୍ପ ଲାଭ ପାଇବେ। ଶିକ୍ଷାର୍ଥୀ ଚଞ୍ଚଳ ରହିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କଳା

ଏଥିସହିତ ପଢ଼ନ୍ତୁ

ସିଂହ:ବିଭିନ୍ନ ଉପାୟରେ ଉପାର୍ଜନ କରିବେ । ପ୍ରଶାସନିକକ୍ଷେତ୍ର ରାଜନୀତିରେ  ପ୍ରସିଦ୍ଧି ବଢିବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ବାଣିଜ୍ୟରେ ସମୃଦ୍ଧି ହେବ । ଶିକ୍ଷାର୍ଥୀ ସୁଫଳ ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ସବୁଜ

କନ୍ୟା: କିଛିଟା ଉତ୍ତେଜନା ଭିତରେ ଉନ୍ନତି କରିବେ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭ ମିଳିବ ।ଶିକ୍ଷାର୍ଥୀ ସଫଳ ହେବେ। ଶୁକ୍ଳ ଅଙ୍କ-୪, ଶୁଭ ରଙ୍ଗ-ଗୋଲଡେନ୍

ତୁଳା: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଅବହେଳା ରହିବ। ବାଣିଜ୍ୟ ମନ୍ଥର ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ସିଲଭର୍

ବିଛା:କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ରାଜନୀତିରେ ଶତ୍ରମାନେ ପ୍ରଭାବିତ କରିବେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ-୬, ଶୁଭ ରଙ୍ଗ-କ୍ରିମ୍

ଧନୁ:ଦିନଟିରେ ହସଖୁସିର ଆସର ଜମିପାରେ। ଚାକିରିରେ ଧନସମ୍ମାନ ପାଇବେ । ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ । ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ସବୁଜ

ମକର:ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଚାକିରିରେ ସମ୍ମାନ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ନୀଳ

କୁମ୍ଭ:ଯୋଜନା କରି ଅସଫଳ ହେବେ । ଚାକିରିରେ ଚାପ ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀମାନେ ଅସ୍ଥିର ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ମେଟାଲିକ୍

ମୀନ:ସମସ୍ୟାରୁ ମୁକ୍ତି ପାଇବେ । ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା

Leave A Reply

Your email address will not be published.