ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୈଳେନ୍ଦ୍ରନାଥ ଜେନାଙ୍କ ନିର୍ମମ ହତ୍ୟା ଘଟଣା: ୨ ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହିପପୁର ପାଟୁଳିସାହି ଗାଁ ନିକଟରେ କଟକର LIC ଏଜେଣ୍ଟ ଶୈଳେନ୍ଦ୍ର ନାଥ ଜେନାଙ୍କୁ ହତ୍ୟା କରି ପୋଡି ଦେବା ଘଟଣା। ପୋଲିସର ଚାରିଆଡେ ଛାନ୍ନ ଭିନ୍ନ ପରେ ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ତାର ବାପା ଭାବ ସାହୁ ଦୁହେଁ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ପୃର୍ବରୁ ଦିପୁର ସ୍ତ୍ରୀ ଏବଂ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦିପୁ ଏବଂ ତାର ବାପା ଫେରାର ଥିଲେ, ଗତ ୩ ତାରିଖ ଦିନ ହୋଇଥିଲା ହତ୍ୟା କାଣ୍ଡ, ପରକିୟା ପ୍ରତି ପାଇଁ କଟକ ରୁ ଶୈଳେନ୍ଦ୍ରଙ୍କୁ ଘରକୁ ଡାକି କରାଯାଇଥିଲା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।

Leave A Reply

Your email address will not be published.