ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମୟିକ ପାଇଁ ଋଷର ଯୁଦ୍ଧ ବିରତି ଘୋଷଣା

କିଭ୍: ଋଷିଆର ଯୁଦ୍ଧ ବିରତି ଘୋଷଣା । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଋଷିଆ ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଯୁଦ୍ଧ ବିରତି ୪ ସହର ଗୁଡିକ ହେଉଛନ୍ତି କିଭ୍‌, ସୁମି, ମାରିଓପଲ ଓ ଖାରକିଭ। ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରାଯାଇଛି।

ୟୁକ୍ରେନ-ରୁଷିଆ ଯୁଦ୍ଧ ୧୨ ଦିନରେ ପହଞ୍ଚିଥିବା ବେଳେ ରୁଷ ସେନା ୟୁକ୍ରେନର ବହୁ ପ୍ରମୁଖ ସହର ସମେତ ଶତାଧିକ ସାମରିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥଳକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛନ୍ତି।

Leave A Reply

Your email address will not be published.